April 18, 2024

ରତ୍ନଭଣ୍ଡାର

1 min read

ଆଜିର ଓଡିଶା (ତା୪|୪) -ଆଜି ଦିନ ୨ ତ ରେ ଖୋଲିବ ରତ୍ନଭଣ୍ଡାର | ଯାଞ୍ଚ ପ୍ରକ୍ରିୟା ର ହେବ ଭିଡ଼ିଓଗ୍ରାଫୀ | ୧୦ ଜଣିଆ କମିଟି ଧୋତି ଓ ଗାମୁଛା ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରିବେ | ଶ୍ରୀମନ୍ଦିରର ୪ଟି  ଜକ ଦ୍ଵାରରେ ପୁଲିସ ମୁତୟନ କରାଯିବ |  ରତ୍ନଭଣ୍ଡାର ଭିତରେ ସାପ ଥିବା ଆଶଙ୍କା କରାଯାଇ ସ୍ନେକ ହେଲ୍ପ ଲାଇନ ସହାୟତା ମଗାଯାଇଅଛି ବୋଲି ସାର୪ଠକ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି| ଜଗମୋହନ ରେ ଥିବା ବାହାର ଭଣ୍ଡାର ଘର ଦେଇ କମିଟି ସଭ୍ୟମାନେ ରତ୍ନା ଭଣ୍ଡାର ଭିତରକୁ ପସିବାର ବ୍ୟବସ୍ଥା କରାଯାଇଅଛି| ମେଟାଲ ଡିଟେକ୍ଟର ମାଧ୍ୟମରେ ସେମାନଙ୍କୁ ଯାଞ୍ଚ କରାଯିବ |  ଗଜପତି ମହାରାଜଙ୍କ ପ୍ରତିନିଧି ,ପାଟ୍ଟ ଜୋଶୀ ମହାପାତ୍ର , ଦେଉଳ କାରଣ , ତଢଊ କାରଣ , ଭଣ୍ଡାର ସରଙ୍ଖ୍ୟନ ସେବକ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ | ଛାତ ,କାନ୍ଥ  ଓ ଚଟାଣର ଯାଞ୍ଚପରେ ସଭ୍ୟମାନେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟ ପ୍ରଶାସକ ଙ୍କୁ ପ୍ରଦାନ କରିବେ | ରତ୍ନଭଣ୍ଡାର ରେ ପ୍ରବେଶ ପୂର୍ବ ରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲୋକନାଥ ଙ୍କ ଅନୁମତି ନିଆଯିବ | ୧୦ ଜଣ ଜକ ସଭ୍ଯ ଏକାଠି ରତ୍ନଭଣ୍ଡାର ରେ ପ୍ରବେଶ କରିବେ ଓ ବାହାରିବେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.