କବି ଅନ୍ନଦା ଶଙ୍କର ରାୟ ଙ୍କ ଜନ୍ମ ଦିବସରେ ଭକ୍ତି ପୁର୍ଣ ଶ୍ରଦ୍ଧାଞ୍ଜଳି ।
1 min readଅନ୍ନଦା ଶଙ୍କର ରାୟ (୧୫ ମଇ ୧୯୦୪ – ୨୮ ଅକ୍ଟୋବର, ୨୦୦୨) ଢେଙ୍କାନାଳ ରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ । ।
ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ ଓଡିଆରେ କେତେକ କବିତା ଓ ପ୍ରବନ୍ଧ ରଚନା କରି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ ‘ବାସନ୍ତୀ’ ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ । ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ କଲିକତାଠାରେ ତାଙ୍କର ଦେହାନ୍ତ ହୋଇଥିଲା