April 19, 2024

ଢେଙ୍କାନାଳରେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ ଧର୍ମଘଟ

1 min read

ବିଏସଏନଏଲ କର୍ମଚାରୀ ମାନେ ଆଜି ଢେଙ୍କାନାଳ ଜିଲ୍ଲା ବିଏସଏନଏଲ ଅଫିସ ସାମ୍ନାରେ 1 ଦିନିକିଆ ଧର୍ମଘଟ କରିଥିଲେ | ଏହାର କାରଣ ତୃତୀୟ ବେତନ ସଂଶୋଧନପରେ ବର୍ଦ୍ଧିତ ହାରରେ ବେତନର ମିଳିବାର ସମୟ ହୋଇଯାଇଥିଲେ ମଧ୍ୟ ଜାନୁୟାରୀ 2017 ମିଳୁନାହିଁ | କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ବିଗତ 3 ବର୍ଷ ମଧ୍ୟରେ 20 ଲକ୍ଷରୁ ଅଧିକ ଗ୍ରାହକ ହୋଇଛନ୍ତି ଏବଂ ଆର୍ଥିକ ଲାଭାଂଶ ମଧ୍ୟ ବୃଦ୍ଧି ପାଇଛି |ଜାନୁୟାରୀ 2017 ରୁ ୧୫% ଫିଟମେଣ୍ଟ ସୁବିଧା ସହିତ ଅନ୍ୟାନ ଭତ୍ତା ପ୍ରଦାନ କରିବାକୁ ସଂଘ ଦାବି କରିଛି |

ଏହି ଧର୍ମଘଟରେ ସର୍କଲ ସମ୍ପାଦକ ନୃସିଂଘନାଥ ମହାରଣା, ବିଏସଏନଏଲ ଜିଲ୍ଲା ସମ୍ପାଦକ ରବିନାରାୟଣ ସାହୁଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.