April 25, 2024

ଦେଶରେ ତଳମୁହାଁ କରୋନା ଗ୍ରାଫ୍

1 min read

ଆଓରି-ନୂଆଦିଲ୍ଲୀ(୨୯/୦୫) :ଦେଶରେ ୨ ଲକ୍ଷ ତଳକୁ ରହିଛି ଦୈନିକ ସଂକ୍ରମଣ। ଆଉ ୧ ଲକ୍ଷ ୭୩ ହଜାର ୭୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୨୯,୨୪୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୬୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୨,୫୧୨।  ଦିନକରେ ୨ ଲକ୍ଷ ୮୪ ହଜାର୬୦୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୫୧,୭୮,୦୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.