April 20, 2024

ଭାରତର ଶ୍ରୀଲଙ୍କାରେ ସ୍ମରଣୀୟ ବିଜୟ

1 min read

ଆକଲମ୍ବୋ ୭।୧୦ (ଆଜିର ଓଡ଼ିଶା): ସ୍ମରଣୀୟ ଶ୍ରୀଲଙ୍କା ଗସ୍ତର ଟେଷ୍ଟ ଶୃଙ୍ଖଳାକୁ ୩-୦ ଏବଂ ଦିନିକିଆକୁ ୫-୦ରେ ଜିତିଥିବା ଭାରତୀୟ କ୍ରିକେଟ୍‌ ଦଳ ଏକମାତ୍ର ଟେ୍ଵଣ୍ଟି-୨୦କୁ ୭ ଓ୍ଵିକେଟ୍‌ରେ ଜିତି ନେଇ ହ୍ୟାଟ୍ରିକ୍‌ ମୂଳପୋଛ ହାସଲ କରିଛି। ବୁଧବାରର ଏକମାତ୍ର ଟେ୍ଵଣ୍ଟି-୨୦ ସମ୍ମାନ ରକ୍ଷାର ଶେଷ ସୁଯୋଗ ହୋଇଥିଲେ ମଧ୍ୟ ଶ୍ରୀଲଙ୍କା ଏହାକୁ ହାରି ସାନ୍ତ୍ୱନାମୁଳକ ବିଜୟ ହାସଲରୁ ବିଫଳ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.