April 25, 2024

ରତ୍ନଭଣ୍ଡାରର ଇତିହାସ

1 min read

ଆଜିର ଓଡିଶା (ତା ୩|୪)-  ପୁରୀ  ଶ୍ରୀମନ୍ଦିର ରେ  ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଇତିହାସ

  •  ପ୍ରଥମେ ୧୯୨୬ ମସିହା ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ର ଏକ ତାଲିକା ପ୍ରସ୍ତୁତ କରଯାଇଥିଲା |
  •  ୧୯୭୮ ମେ ୧୩ ତାରିଖ ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ସୁନା ଅଳଙ୍କାର ତାଲିକା  |
  •  ଏହା ୭୦ ଦିନର ଗଣତି ପରେ ୧୯୭୮ ଜୁଲାଇ ୨୩ ତାରିଖରେ ସେସ ହୋଇଥିଲା  |
  •  ୧୯୮୨ ଡିସେମ୍ବର ୨୬ ତାରିଖରେ  ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର |
  • କଳହାଟ ଦ୍ଵାରା ରୂପଛାଉଣୀ ମରାମତି ନିମନ୍ତେ ରୂପା ବାହାର କରଯାଇଥିଲା
  • ୧୯୮୫ ଜୁଲାଇ ୧୪ ରେ ଆଉଥରେ ଖୋଲିଥିଲା ରତ୍ନଭଣ୍ଡାର |
  • ଶ୍ରୀ ବଳଭଦ୍ରଙ୍କ ଚିତାରୁ ପଥର ଖସିଯାଇଥିବାରୁ ବାହାରକରାଯାଇଥିଲା ନୂଆ ଚିତା   |

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.