ରାଜଧାନୀ ରେ ପ୍ରଥମ କୁଆପଥର ବର୍ଷା
1 min readଆଜିର ଓଡିଶା (ତା୪|୪)- ଟ୍ଵିନସିଟି ରେ ହୋଇଛି ପ୍ରଥମ କୁଆପଥର ବର୍ଷା | ମଙ୍ଗଳବାର ସମୟ ପାଖାପାଖି ଅପରାହ୍ନ ୫ ତ ହେବ | ଠିକ ଏହିସମୟରେ ଆକାଶରେ ଘୋଟି ଆସିଥିଲା କଳା ବାଦଲ | ଔ ତାପରେ ଆରମ୍ଭ ହୋଇଥିଲା ସାମାନ୍ୟ ବର୍ଷା | ଏଥିସହ କୁଆପଥର ବୃଷ୍ଟି ହୋଇଥିଲା | ଝିପିଝିପି ବର୍ଷ ଅସହ୍ୟ ଗରମରୁ ସମସ୍ତଙ୍କୁ ମୁକ୍ତି ଦେଇଛି | ହଠାତ ପାଣିପାଗର ଦ୍ରୁଶ୍ୟ ବଦଳିଯାଇଥିବାରୁ ଟ୍ଵିନସିଟି ବାସୀଙ୍କ ମନରେ ଆନନ୍ଦା ଭରିଯାଇଛି |