April 16, 2024

+୨ପରୀକ୍ଷା ମୂଲ୍ୟାୟନ

1 min read

ଆଜିର ଓଡିଶା (ତା ୩|୪)-   ଓଡିଶା ଉଚମାଧ୍ୟମିକ ଶିକ୍ଷାପରିଷଦ ଦ୍ଵାରା ପରିଚାଳିତ +9 ଏବ ପରୀକ୍ଷା ଖାତା ମୂଲ୍ୟାୟନ କାଲିଠାରୁ ଆରମ୍ଭ ହେବ | ଆସନ୍ତାକାଲି ଠାରୁ ଉଭୟ ଅନଲାଇନ ଓ ଅଫଲାଇନ ମୂଲ୍ୟାୟନ ଆରମ୍ଭ ହୋଇଯିବ | ଏହି ମୂଲ୍ୟାୟନ ପାଇଁ ପ୍ରାୟ ୧୫୦୦୦ ଶିକ୍ଷକଙ୍କ ଆବଶ୍ୟକ ରହିଛି | ସେହିଭଳି ମୂଲ୍ୟାୟନର ଦ୍ଵିତୀୟ ପର୍ଯ୍ୟାୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ |
ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମିଳିତ ଶିକ୍ଷକମଞ୍ଚ ଓ ବ୍ଲକଗ୍ରାଣ୍ଟ ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବାରୁ ଖାତା ମୂଲ୍ୟାୟନ ନେଇ ବିଭିନ୍ନ ଅଞ୍ଚଳ ରେ ଆଶଙ୍କା ପ୍ରକାଶ ପାଇଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.