April 25, 2024

ପ୍ରଫେସର ପି.କେ. ଚାନ୍ଦ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂତନ କୁଳପତି

1 min read

ମୟୂରଭଞ୍ଜ,୧।୯(ଆଜିର ଓଡ଼ିଶା):  ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ପି.କେ. ଚାନ୍ଦଙ୍କୁ ଗୁରୁବାର ନିଯୁକ୍ତି ମିଳିଛି । କୁଳାଧିପତି ତଥା ରାଜ୍ୟପାଳ ଏସ. ସି. ଜମିର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଫେସର ଥିଲେ। ଗତ ଜୁନ ୧୨ ତାରିଖରେ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ସରିବା ପରେ କଟକ କେନ୍ଦ୍ରାଞ୍ଚଳ ଆରଡିସି ଅଖିଳ ବିହାରୀ ଓତା କୁଳପତି ଦାୟିତ୍ୱରେ ଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.