April 20, 2024

ଛତିଶଗଡରେ ୧୦ ମାଓବାଦୀ ମୃତ

1 min read
Encounter-In-Chhatishgarh-Aajira-Odisha

ଆଓରି-ନୂଆଦିଲ୍ଲୀ(୦୭/୦୨) : ସୁରକ୍ଷା କର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ମୃତ । ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଥିବା ଜଣାପଡ଼ିଛି । ବିଜାପୁର ଜିଲ୍ଲା ଭୌରମଗଡ଼ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି । ମୃତ ମାଓବାଦୀଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ମାଓବାଦୀଙ୍କ ସଂଖ୍ୟା ବଢିବାରେ ଲାଗୁଥିବାବେଳେ ପୋଲିସର ଏଭଳି ଏନ୍‌କାଉଣ୍ଟର ପୋଲିସ ପାଇଁ ଏକ ବଡ଼ ସଫଳତା ଆଣିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.