ରାଜ୍ୟ ଜୁନ୍ ୨୧ରେ ପ୍ରକାଶ ପାଇବ +୨କଳା ଓ ବାଣିଜ୍ୟ ପରୀକ୍ଷା ଫଳ 1 min read 5 years ago aajiraodisha ଆଓରି-ଭୁବନେଶ୍ଵର(୧୯/୦୬) : ଜୁନ୍ ୨୧ରେ +୨କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ଅପରାହ୍ନ ସାଢେ ୩ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ସହ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । aajiraodisha See author's posts Tags: +2 Arts and Commerce Result +2 Arts and Science Result aajira odisha Aajira Odisha News Samir Das Continue Reading Previous ସହିଦ ଯବାନ ଅଜିତ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନବୀନ ପଟ୍ଟନାୟକNext ମଦମୃତ୍ୟୁକୁ ନେଇ ବିଜେପି କର୍ମୀଙ୍କ ଡ଼ିହିଡି ଥାନା ଘେରାଉ