April 19, 2024

ପ୍ରଥମ ଭାରତୀୟ ଅଭିନବ ବିନ୍ଦ୍ରା ପାଇଲେ ସୁଟିଙ୍ଗର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’

1 min read
Abhinab-Bindra-Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୧୨) : ବନ୍ଧୁକ ଚାଳନାରେ ଭାରତୀୟ ଅଲମ୍ପିକ୍ ପଦକ ବିଜେତା ଓ ବିଶ୍ୱ ଚାମ୍ପିଅନ୍ ସୁଟର୍ ଅଭିନବ ବିନ୍ଦ୍ରାଙ୍କୁ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ଖେଳ ମହାସଂଘର Blue-Cross-Aajira-Odisha ଆଥଲେଟ୍ ସମିତିର ଚେୟାରମ୍ୟାନ୍ ଭାବେ ଭଲ ସେବା ପାଇଁ ଖେଳର ଶୀର୍ଷ ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଛି । ୩୬ ବର୍ଷୀୟ ବିନ୍ଦ୍ରାଙ୍କୁ ଆଇଏସଏସଏଫର ସବୁଠାରୁ ବଡ଼ ପୁରସ୍କାର ‘ବ୍ଲୁ କ୍ରସ୍’ ଦ୍ୱାରା ସମ୍ମାନିତ କରାଯାଇଛି। ବିନ୍ଦ୍ରା ହେଉଛନ୍ତି  ଭାରତର ଏକମାତ୍ର ବ୍ୟକ୍ତିଗତ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକଧାରୀ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.