April 20, 2024

ଶ୍ରୀମନ୍ଦିର ନୂତନ ନୀତି ପ୍ରଶାସକ ଭାବେ ଯୋଗଦେଲେ ବିଶ୍ୱଜିତ ବିଶ୍ୱାଳ

1 min read
Jagannath_Temple_Puri-Aajira-Odisha

ଆଓରି-ଭୁବନେଶ୍ଵର(୦୩/୧୨) : ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ନୂତନ ଭାବେ ଯୋଗ ଦେଇଛନ୍ତି ବିଶ୍ୱଜିତ ବିଶ୍ୱାଳ । ପୂର୍ବରୁ ଏହି ସ୍ଥାନରେ ଥିଲେ ପ୍ରଦୀପ ଦାଶ । ଚାବି ହଜିବା ପ୍ରସଙ୍ଗ ଏବଂ ବ୍ରହ୍ମ ବିଭ୍ରାଟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବ ନୀତି ପ୍ରଶାସକ ପ୍ରଦୀପ ଦାଶ। ଚାବି ହଜିବା ପ୍ରସଙ୍ଗରେ କିଛି ରହସ୍ୟ ନାହିଁ । ଶ୍ରୀମନ୍ଦିର ଆଇନ ଅନୁସାରେ, ଚାବିକାଠି ଟ୍ରେଜେରୀରେ ରହିବା କଥା । କିନ୍ତୁ ଟ୍ରେଜେରୀରେ ନଥିଲା ବୋଲି ପ୍ରକାଶ କରିଛନ୍ତି ପ୍ରଦୀପ ଦାଶ । ସେହିଭଳି ବିଭ୍ରାଟ ନୁହେଁ, ଦଇତାପତିଙ୍କ ମଧ୍ୟରେ ମତଭେଦ ଯୋଗୁ ନୀତିରେ ବିଳମ୍ବ ହୋଇଥିଲା ବୋଲି ମଧ୍ୟ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.