April 25, 2024

ଛଉ ପର୍ବ

1 min read

ଆଓରି(ତା୧୨|୪)- ବାରିପଦାର ଛଉ ପଡିଆଠାରେ ଆୟୋଜିତ ତିନିଦିନିଆ ପ୍ରସିଦ୍ଧ ଚୈତ୍ରପର୍ବକୁ ଗତକାଲି ରାତିରେ ସାଂସଦ ସରୋଜିନୀ ହେମ୍ବ୍ରମ ଉଦ୍ଧଘାଟନ କରିଛନ୍ତି |ମୟୂରଭଞ୍ଜ ଛଉନୃତ୍ୟର ବାର୍ଷିକ ଉସ୍ଛବ ଭାବେ ପାଳନ କରାଯାଉଥିବା ଏହି ତିନିଦିନିଆ ଚୈତ୍ର ପର୍ବ ର ପ୍ରଥମ ସନ୍ଧ୍ୟାରେ ଗ୍ରାମାଞ୍ଚଳ ଛଉନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଆଜି ଓ ଆସନ୍ତାକାଲି ସେଷ ରଜନୀ ରେ ବାରିପଦାର ଦକ୍ଷିଣ ସାହି ଓ ଉତ୍ତର ସାହି ଦଳ ପକ୍ଷରୁ ଛଉ ନୃତ୍ୟ ପରିବେଷଣ କରାଯିବ | ଚୈତ୍ରପର୍ବ ଉପଲକ୍ଷେ ୫ ଦିନିଆ ରାଜ୍ୟସ୍ତରୀଅ ପଲିଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.