April 25, 2024

ମୁକ୍ତିଲାଭ ହୋଇଯାଇଛି ‘ଧଡକ୍‍’ ଫିଲ୍ମ

1 min read

ଆଓରି-ନୂଆଦିଲ୍ଲୀ(୨୦/୭) : ଶଶାଙ୍କ ଖେତାନ ନିର୍ଦେଶିତ ଜାହ୍ନବି କପୁର ଏବଂ ଇଶାନ ଖତର ଅଭିନୀତ ଚଳଚ୍ଚିତ୍ର ଧଡକ ଆଜି ମୁକ୍ତିଲାଭ କରିଛି। ଏହା ହେଉଛି ମରାଠୀ ଚଳଚ୍ଚିତ୍ର ‘ସଇରାତ’ର ରିମେକ୍‍। ୨୦୧୬ରେ ମୁକ୍ତିଲାଭ କରିଥିବା ମରାଠୀ ଚଳଚ୍ଚିତ୍ର ‘ସଇରାତ’ ବହୁତ ହିଟ ହୋଇଥିଲା। ସେବେଠାରୁ ବଲିଉଡ୍‍ ନିର୍ମାତା କରଣ ଜୋହର ଏହି ଚଳଚ୍ଚିତ୍ରର ରିମେକ କରିବା ପାଇଁ ଚିନ୍ତା କରିଥିଲେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବି କପୁର ବଲିଉଡରେ ପ୍ରବେଶ କରିଛନ୍ତି। ଇଶାନଙ୍କର ଏହା ହେଉଛି ଦ୍ୱିତୀୟ ବଲିଉଡ ଚଳଚ୍ଚିତ୍ର। ଏହା ପୂର୍ବରୁ ଇଶାନ୍ତ ‘ବିୟଣ୍ଡ ଦ କ୍ଲାଉଡ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ସମାଜରେ ଜାତିପ୍ରଥାକୁ ନେଇ ଉପୁଜୁଥିବା ସମସ୍ୟା ଉପରେ ଧଡ଼କର କାହାଣୀ ଗତିଶୀଳ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.