Tue. Aug 20th, 2019

ବ୍ୟାଙ୍କର ମିଶ୍ରଣ ଯୋଗୁଁ କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ ; ଅରୁଣ ଜେଟଲି

1 min read
Arun-Jaitley-Aajira-Odisha

ଆଓରି-ନୂଆଦିଲ୍ଲୀ(୦୫/୦୧) : ସରକାରୀ ବ୍ୟାଙ୍କର ମିଶ୍ରଣ ଯୋଗୁଁ କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ବ୍ୟାଙ୍କ ଅଫ୍ ବରୋଦା ସହିତ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇସାରିଛି। ଏହି ମିଶ୍ରଣ ଦ୍ବାରାBank-Of-Baroda-Aajira-Odisha କାହାରି ଚାକିରି ଯିବନାହିଁ। କିନ୍ତୁ ଅନ୍ୟପଟେ ଷ୍ଟେଟ ବ୍ୟାଙ୍କ ଭଳି ଏକ ବଡ଼ ବ୍ୟାଙ୍କ ସୃଷ୍ଟି ହେବ। ଏଥିସହିତ ଗ୍ରାହକମାନେ କମ୍‌ ସୁଧରେ ମଧ୍ୟ ଋଣ ପାଇବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *