April 19, 2024

ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌

1 min read

ଆ.ଓ.ରି(ତା୨୧|୫)-ଜଳିଗଲା ଟ୍ରେନ୍‌। ଆନ୍ଧ୍ରପ୍ରଦେଶ ସୁପର୍‌ ଫାଷ୍ଟ ଏକ୍ସପ୍ରେସ୍‌ରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଆଜି ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା।

ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛନ୍ତି। ନିଆଁରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ସୂଚନା।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.