Mon. Feb 17th, 2020

ସେପ୍ଟେମ୍ବର ୧ତାରଖରୁ ବଢିବ ଇ-ଟିକେଟ୍‌ ଦର

1 min read
E-ticket

ଆଓରି-ନୂଆଦିଲ୍ଲୀ(୩୧/୦୮) : ଆଇଆରସିଟିସିରୁ ଇ-ଟିକେଟ୍‌  କିଣିବା ଏବେ ମହଙ୍ଗା ପଡିବ । ଭାରତୀୟ ରେଲଓ୍ୱ ସେପ୍ଟେମ୍ବର ୧ତାରଖରୁ ସେବା ଶୁଲ୍କ ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଆଇଆରସୀଟୀସୀ ତଫରୁ ଅଗଷ୍ଟରେ ଜାରି କରାଯାଇଥିବା ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ନନ୍‌-ଏସି ଶ୍ରେଣୀର ଟିକେଟ ୧୫ଟଙ୍କା ଏବଂ ଏସି ଶ୍ରେଣୀର ଟିକେଟ  ୩୦ଟଙ୍କାର ସେବା ଶୁଲ୍କ ଆଦାୟ କରିବଆଇଆରସିଟିସି ।

ତେବେ ଏହାଠାରୁ ଜିଏସ୍‌ଟି ସମ୍ପୂଣ୍ଣ ଅଲଗା ରଖାଯିବ । ଚଳିତ ମାସ ଆମ୍ଭରୁ ହିଁ  ରେଲଓ୍ୱୈ ବୋର୍ଡ ଆଇଆରସିଟିସିକୁ ଅନ୍‌ଲାଇନ୍‌ ଟିକେଟ ଉପରେ ଯାତ୍ରୀମାନଙ୍କ ଠାରୁ ଜିଏସ୍‌ଟି ଆଦାୟ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା ।

Leave a Reply

Your email address will not be published. Required fields are marked *