April 19, 2024

ହାପି ଭାଗ୍‌ ଯାୟେଗି-୩ରେ କରିନା କପୁର ଖାଁ

1 min read

ଆଓରି-ନୂଆଦିଲ୍ଲୀ(୧/୮) : କରିନା କପୁର ଖାଁ। ବଲିଉଡ ଦୁନିଆର ଏହି ଅଭିନେତ୍ରୀ କିଛି ବର୍ଷ ପରେ ଏବେ ପୁଣିଥରେ ଫେରିଛନ୍ତି ବଡ ପରଦାକୁ। ‘ବିରେ ଦି ଓ୍ବେଡିଂ’ର ସଫଳତା ପରେ କରିନା ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେ ‘ହାପି ଭାଗ୍‌ ଯାୟେଗି’ର ପାର୍ଟ-୩ରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ଏଥିରେ ସେ ଗେଷ୍ଟ ଆପିୟରାନ୍ସରେ ଆସିବେ ବୋଲି କୁହାଯାଉଛି। ଏହା ବ୍ୟତୀତ ଏଥିରେ ସୋନାକ୍ଷୀ ସିହ୍ନା, ଡାଏନା ପେଣ୍ଟି ଓ ଜିମି ସେରେଗଲଙ୍କ ଭଳି କାଳାକାର ନଜର ଆସିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.