ଜାତୀୟ କେରଳର ପୂର୍ବତନ ମନ୍ତ୍ରୀ ଥୋମାସ ଚାଣ୍ଡିଙ୍କର ପରଲୋକ 1 min read 4 years ago aajiraodisha ଆଓରି-ନୂଆଦିଲ୍ଲୀ(୨୦/୧୨) : କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କର ଶୁକ୍ରବାର ଦ୍ଵିପ୍ରହରରେ ନିଜ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। aajiraodisha See author's posts Tags: aajira odisha Aajira Odisha News keral Passed Away Thomas Chandi Continue Reading Previous ଦେଶହିତ କାମ କରିବାକୁ ହେଲେ ଦେଶବାସୀଙ୍କ ରାଗ, ଅଭିମାନ ସହିବାକୁ ପଡିବ: ନରେନ୍ଦ୍ର ମୋଦିNext ମୀରଟ ଯିବାକୁ ରାହୁଲ-ପ୍ରିୟଙ୍କାଙ୍କୁ ଛାଡ଼ିଲେନି ପୋଲିସ୍