April 19, 2024

ବିଜେଡିର ସଜବାଜ

1 min read

ଆ.ଓ.ରି(ତା୧୫|୫)-

ମହାନଦୀ ମହାସଂଗ୍ରାମ ପାଇଁ ସଜ ହେଉଛି ବିଜେଡି। ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହାନଦୀ ଅଭିଯାନ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ।

ଝାରସୁଗୁଡାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ ୧୫ଟି ଜିଲ୍ଲା ଡେଇଁ ଜଗତସିଂହପୁର ପାରାଦ୍ୱୀପରେ ସରିବ ଯାତ୍ରା। ସାଧାରଣ ସଭା ସହ ଲୋକଙ୍କୁ ସଚେତନ କିରବେ ନେତା ଓ କର୍ମୀ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.