ଦେଶରେ କୋଇଲାର ଅଭାବ ନାହିଁ : କୋଲ୍ ଇଣ୍ଡିଆ ମୁଖ୍ୟ
1 min readଆ.ଓ.ରି(ତା୨୪|୫)-
ଦେଶରେ କୋଇଲାର ଅଭାବ ନାହିଁ। କୋଇଲା ଅଭାବରୁ କୌଣସି ପ୍ଲାଣ୍ଟ ବନ୍ଦ ହେବ ନାହିଁ। ଦେଶରେ ଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକୁ କୋଇଲା ଅଭାବ ପ୍ରସଙ୍ଗରେ ଏହି ପ୍ରତିକ୍ରିୟା ରଖି କୋଲ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ କୁମାର ଝା କହିଛନ୍ତି।
ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ବିଦ୍ୟୁତ ପ୍ଲାଣ୍ଟ ପାଇଁ ୧୦ ଦିନର କୋଇଲା ଗଛିତ ରହୁଛି। ଏହି ବ୍ୟବସ୍ଥାକୁ ୨୨ ଦିନକୁ ବଢାଯିବାକୁ ଲକ୍ଷ୍ୟ ରଖାଯାଇଛି।