ରାଜ୍ୟ ନାବାଳିକାଙ୍କ ଉପରେ ଘଟୁଥିବା ଅତ୍ୟାଚାର ରୋକିବା ଲାଗି ବାଲୁକା କଳା ମାଧ୍ୟମରେ ସଚେତନ କରିବାକୁ ସୁଦର୍ଶନଙ୍କ ପ୍ରୟାସ 1 min read 6 years ago aajiraodisha ଆଓରି(ତା୪|୫)-ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି। aajiraodisha See author's posts Tags: along with his students sculpted a sand art on Puri sea beach showcasing little girls crying with folded hands. Pattnaik Continue Reading Previous ୬ରୁ ପୁଣି ବଢ଼ିବ ତାତିNext ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ