April 25, 2024

ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

1 min read
matric-Suplimentary-result-aajira-odisha

ଆଓରି-ଭୁବନେଶ୍ଵର(୦୭/୦୮) : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ସଭାପତି । ମାଟ୍ରିକ ସପ୍ଲିମେଣ୍ଟାରି ପାସ୍‌ ହାର ୪୩.୬୨ ପ୍ରତିଶତ ରହିଛି । ସେପଟେ  ଓପନ୍‌ ସ୍କୁଲରେ ପାସ୍‌ ହାର ୬୩.୪୪ ପ୍ରତିଶତ ରହିଥିବା ସୂଚନା ମିଳିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସରକାର ।

ତେବେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୨୬ ହଜାର ୨୯୬ ଜଣ ଛାତ୍ରଛାତ୍ରୀ ଦେଇଥିବା ସମୟରେ ପାସ କରିଛନ୍ତି ମୋଟ ୧୧ ହଜାର ୪୪୫ ଜଣ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.