ଭାରତ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ପାଇଁ ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା କଲେ ନିର୍ମଳା ସୀତାରମଣ
ଆଓରି-ନୂଆଦିଲ୍ଲୀ(୩୧/୦୮) : ଭାରତ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ସହ ଗତିଶୀଳ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କେତେକ ବଡ଼ ଘୋଷଣା କରିଛନ୍ତି।...