ଇଞ୍ଜିନ୍ ବିହୀନ ‘ଟ୍ରେନ୍୧୮’ ଶନିବାର ଦିନ ମୋରାଦାଦାବାଦ- ଶାହରନ୍ପୁର ରୁଟ୍ରେ କରିବ ପ୍ରଥମ ପରୀକ୍ଷା ମୂଳକ ଯାତ୍ରା
ଆଓରି-ନୂଆଦିଲ୍ଲୀ(୧୬/୧୧) : ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ବହୁ ପ୍ରତୀକ୍ଷିତ ଇଞ୍ଜିନ୍ ବିହୀନ ଟ୍ରେନ୍, ‘ଟ୍ରେନ୍୧୮’ ବା ’ଟି୧୮’ ଆସନ୍ତା କାଲି (ଶନିବାର) ଦିନ...