Fri. Aug 23rd, 2019

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ଛୁଇଁଲା ୬ କୋଟି

1 min read

ଆଓରି-ଭୁବନେଶ୍ଵର(୦୨/୦୧) : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଲା । ୬ କୋଟି ତମ ହିତାଧୀକାରୀଙ୍କୁ ସିଲିଣ୍ଡର ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି । ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରିଛନ୍ତି ଏହି ସିଲିଣ୍ଡର । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଙ୍କର ମନ୍ତବ୍ୟ ଉପସ୍ଥାପନା ରଖିଥିଲେ । ‘ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବନି । ଗ୍ୟାସ୍ ନେଉଥିବା ମହିଳାଙ୍କ ମଧ୍ୟରୁ ୮୦% ରିଲିଫ୍ କରୁଛନ୍ତି-ଧର୍ମେନ୍ଦ୍ର । ‘ବିକାଶଶୀଳ ରାଷ୍ଟ୍ରମାନେ ଏବେ ଉଜ୍ଜ୍ୱଳାକୁ ମଡେଲ ଭାବେ ଗ୍ରହଣ କରିଛନ୍ତି’ । ତେବେ ସବୁଠି ଏବେ ଉଜ୍ଜ୍ୱଳା ଯୋଜନାର ଲାଭ ଉଠାଇବେ ହିତାଧୀକାରୀ ।

Leave a Reply

Your email address will not be published. Required fields are marked *