April 19, 2024

ସାଂସଦ ସୋନାଲ ମାନସିଂହ ଏବଂ ରଘୁନାଥ ମହାପାତ୍ରଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୮/୮) : ଓଡିଶାରୁ ରାଜ୍ୟସଭାକୁ ମନୋନୀତ ହୋଇଥିବା ସାଂସଦ ଶ୍ରୀ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହଙ୍କୁ କଂଷ୍ଟିଚ୍ୟୁସନ କ୍ଲବ, ଦିଲ୍ଲୀ  ଠାରେ ଓଡିଆ ସମାଜ ଦ୍ଵାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନୀତ କରିଛନ୍ତି |Aajira-Odisha

ଶ୍ରୀ ପ୍ରଧାନ ମହାମହୀମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାରୁ ଏହିଭଳି ଗୁଣବାନ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି | ଓଡିଶାର ସମୃଦ୍ଧ କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାରରେ ନିଜର ଅର୍ଦ୍ଧାଧିକ ଜୀବନ ଅତିବାହିତ କରିସାରିଛନ୍ତି ଏବଂ ମୁଁ ଦୃଢ ନିଶ୍ଚୟ ଯେ ସେମାନେ ଓଡିଶା ପାଇଁ ଦେଶର ଉଚ୍ଚ ସଦନରେ ସମୟ ଦେଇ ଆମର ଦାବି ପୂରଣ କରାଇ ପାରିବେ ବୋଲି ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.