April 16, 2024

ପଦ୍ମ ଭୁଷଣ ପୁରଷ୍କାର ପ୍ରାପ୍ତ ରମାକାନ୍ତ ରଥଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra Pradhan Met Eminent Poet and Padma Bhushan awardee Shri Ramakant Ratha

ଆଓରି-ଭୁବନେଶ୍ଵର(୧୪/୦୯) : ବିଜେପିର ଜନସମ୍ପର୍କ ଯାତ୍ରା ଓ ଜନଜାଗରଣ ଅଭିଯାନ ବେଳେ ପଦ୍ମ ଭୁଷଣ ପୁରଷ୍କାର ପ୍ରାପ୍ତ ରମାକାନ୍ତ ରଥଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରମାକାନ୍ତଙ୍କ ଭଳି ଜଣେ ବିଶିଷ୍ଟ କବିଙ୍କୁ ଭେଟି ଧର୍ମେନ୍ଦ୍ର ଅତ୍ୟନ୍ତ ଗର୍ବ ଅନୁଭବ କରିଥିବା କହିଛନ୍ତି ।

ତେବେ ପଦ୍ମ ଭୁଷଣ ପୁରଷ୍କାର ପ୍ରାପ୍ତ ରମାକାନ୍ତଙ୍କୁ ତାଙ୍କ ବାସଭବନରେ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(A) ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ରମାକାନ୍ତ ମଧ୍ୟ ଏହାକୁ ସମର୍ଥନ କରିଥିବା ସେ କହିଛନ୍ତି । ଏହି ଧାରା ଉଚ୍ଛେଦ ବହୁତ ପୂର୍ବରୁ ହେବାର ଥିଲା ବୋଲି ରମାକାନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.