Thu. May 6th, 2021

ଦିନକରେ ଦେଶରେ ୩ ଲକ୍ଷ ୮୨ହଜାରରୁ ଅଧିକ ନୂଆ ସଂକ୍ରମିତ

1 min read

ଆଓରି-ନୂଆଦିଲ୍ଲୀ(0୫/୦୫): ମଙ୍ଗଳବାର ଗୋଟିଏ ଦିନରେ ଦେଶରେ ୩ ଲକ୍ଷ ୮୨ ହଜାର ୬୯୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୩୭୮୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।ଏଥିସହିତ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮କୁ ବୃଦ୍ଧିପାଇଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧ କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ଜଣ ସୁସ୍ଥ ହୋଇସାରିଲେଣି। ଏବେ ଭାରତରେ ୩୪ ଲକ୍ଷ ୮୭ ହଜାର ୨୨୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଇତିମଧ୍ୟରେ ଦେଶରେ ମୋଟ ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଜଣ କୋଭିଡ ଟିକା ନେଇସାରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.