Thu. May 6th, 2021

ଦେଶରେ ଗୋଟିଏ ଦିନରେ ୧,୮୪,୩୭୨ ନୂଆ କୋଭିଡ୍‌ -୧୯ ଆକ୍ରାନ୍ତ ଚିହ୍ନଟ

1 min read
Aajira Odisha Covid-19

ଆଓରି-ନୂଆଦିଲ୍ଲୀ: ଦେଶରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ଆଜି ୧ ଲକ୍ଷ ୮୪ ହଜାର ୩୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ କରେନା ସଂକ୍ରମିତ ହେବା ଏହା ପ୍ରଥମ। ଏଥିସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୮,୭୧,୩୨୧କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ୧୦୨୭ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁ ମୋଟ ୧,୭୨,୧୧୫କୁ ବୃଦ୍ଧିପାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.