Thu. May 6th, 2021

ରାଜ୍ୟରେ ଆଜି ୪୮୫୧ ନୂଆ ପଜିଟିଭ ଚିହ୍ନଟ

1 min read
aajira adisha covid-19

ଆଓରି-ଭୁବନେଶ୍ୱର(୨୧/୦୪):  ରାଜ୍ୟରେ ଆଜି ୪୮୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୮୧୪ ଓ  ଲୋକାଲ କେସ ୨୦୩୭ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ  ୭୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏହାସହ ପଜିଟିଭଙ୍କ ସଂଖ୍ୟା  ୩ଲକ୍ଷ ୮୨ ହଜାର ୩୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେଶ୍‌ ୩୦ ହଜାର ୯୨୭ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.