ବାଣିଜ୍ୟ

ନେକ୍ସନ୍‍ କ୍ରାଜ୍‍ର ସୀମିତ ସଂସ୍କରଣର ବଜାର ପ୍ରବେଶ

ଆଓରି-ନୂଆଦିଲ୍ଲୀ(୧୮/୯) : ଟାଟା ମୋଟର୍ସ ପକ୍ଷରୁ ନେକ୍ସନ୍‍ର ପ୍ରଥମ ବାର୍ଷିକୀ ଅବସରରେ ନେକ୍ସନ୍‍ କ୍ରାଜ୍‍ର ସୀମିତ ସଂସ୍କରଣର ବଜାର ପ୍ରବେଶ କରାଯାଇଛି । ଏହା କ୍ରାଜ୍‍ ଏବଂ କ୍ରାଜ୍‍ ପ୍ଲସ୍‍ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍‍ ପେଟ୍ରୋଲ ଭର୍ସନ୍‍ର ମୂଲ୍ୟ ୭.୩୯ ଲକ୍ଷ ଟଙ୍କା ଏବଂ ଡିଜେଲର ୮.୩୯ ଲକ୍ଷ ଟଙ୍କା ରହିଛି। ଏ ସମ୍ପର୍କରେ ଟାଟା ମୋଟର୍ସର ପିଭିବିୟୁର ସଭାପତି ମାୟାଙ୍କ ପାରିକ୍‍ କହିଛନ୍ତି ଯେ, ଆମେ ଗ୍ରାହକଙ୍କ ସହ ଆମ ବ୍ରାଣ୍ଡ୍‍ର ପ୍ରଥମ ବାର୍ଷିକୀ ପାଳନ କରିବାକୁ ଚାହୁଁଛୁ। ନେକ୍ସନ୍‍ କ୍ରାଜ୍‍ ଏହାର ସେଗ୍‍ମେଣ୍ଟରେ ଏକ ନୂଆ ଧାରା ଯୋଗ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button