Thu. May 6th, 2021

ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ବୃଦ୍ଧି କଲେ କେନ୍ଦ୍ର ସରକାର

1 min read

ଆଓରି-ନୂଆଦିଲ୍ଲୀ(୨୨/୦୪) :ଦିଲ୍ଲୀରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବା ସମୟରେ ସେଠାରେ ଅକ୍ସିଜେନ ଆବଶ୍ୟକତା ପୂରଣ କରିବା ପାଇଁ ବୁଧବାର କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃତଜ୍ଞ ବୋଲି ଟ୍ୱିଟରେ କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.