Thu. May 6th, 2021

ପଶ୍ଚିମବଙ୍ଗରେ ଶେଷପର୍ଯ୍ୟାୟ ମତଦାନ ଆରମ୍ଭ

1 min read

ଆଓରି-କୋଲକାତା(୨୯/୦୪): ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ଭୋଟରମାନେ କୋଭିଡ କଟକଣା ମଧ୍ୟରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୨୮୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି। ମେ ୨ ତାରିଖରେ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସେହିଦିନ କେରଳ, ତାମିଲନାଡୁ, ଆସାମ, ପୁଡୁଚେରୀ ଆଦି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.