Thu. May 6th, 2021

ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତ ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

1 min read
Modi Jee tweet for Odia New Year Aajira Odisha

ଆଓରି-ନୂଆଦିଲ୍ଲୀ(୧୪/୦୪): ଆଜି ଓଡିଆ ନବ ବର୍ଷ। ଏହି ଅବସରରେ ସମସ୍ତ ଓଡିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ କରି ଓଡିଆ ନବବର୍ଷ ଓ ମହାବିଷୁବ, ପଣାସଂକ୍ରାନ୍ତି ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ନୂଆବର୍ଷରେ ସଭିଁଙ୍କ ଆଶା ଆକାଙ୍‌କ୍ଷା ପୂରଣ ହେଉ ବୋଲି ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.