Thu. May 6th, 2021

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ

1 min read
Bhubaneswar Aajira Odisha

ଆଓରି-ଭୁବନେଶ୍ୱର(୧୩/୦୪): ୭୩ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର ଭୁବନେଶ୍ୱର ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠିତ ହୋଇଥିଲା। ସେହଦିନ ଠାରୁ ପ୍ରତିବର୍ଷ ଏହି ଦିନକୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଭାବେ ପାଳନ କରାଯାଏ। ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ନିରାଡମ୍ବରରେ ଏହା ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.