Thu. May 6th, 2021

ଆଜି କିଙ୍ଗ୍ସ-ସୁପର୍‌ କିଙ୍ଗ୍ସ

1 min read
aajira odisha king & super king

ଆଓରି-ମୁମ୍ବଇ(୧୬/୦୪): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ର ଅଷ୍ଟମ ଲିଗ୍‌ ମ୍ୟାଚରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ସହିତ ପଞ୍ଜାବ କିଙ୍ଗ୍‌ସର ମୁକାବିଲା ହେବ। ଏଥିରେ ଉଭୟ ଦଳ ୨ୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ ଏବଂ ବର୍ତ୍ତମାନର ଦିନିକିଆ ୱିକେଟ ରକ୍ଷକ ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍‌ସର ନେତୃତ୍ବ ନେଉଛନ୍ତି। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଚେନ୍ନଇ ସୁପର କିଙ୍ଗ୍‌ସ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ ବିଜୟ ଧାରାକୁ ଆଗକୁ ବଢାଇବା ଲାଗି ଉଦ୍ୟମ କରିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.