April 26, 2024

ଏସି ଭିତରୁ ଫଣା ଟେକିଲା ନାଗସାପ

1 min read

ଆଜିର ଓଡିଶା (ତା ୩|୪) –    ଭୁବନେଶ୍ଵର ଦୂରଦର୍ଶନ ଅଫିସ ନିକଟ ଏମସିଏଲ କଲୋନୀରୁ ଏକ ନାଗସାପ ଉଦ୍ଧାର କରାଯାଇଛି।  ଏମସିଏଲରଡିସପେନସାରୀ ଅଫିସରେ ଥିବା ଏକ ଅଚଳ ଏସି ଭିତରୁ ଜି ନାଗସାପଟି ବାହାରିଥିଲ କିଛିଦିନ ହେବ ଏସିଟି ଖରାପ ହୋଇପଡ଼ିଥିଲା। ତେଣୁ ଏହାକୁ ସଜାଡ଼ିବା ପାଇଁ ମେକାନିକଙ୍କୁ ଡକାଯାଇଥିଲା ହେଲେ ମେକାନିକ୍ ସି ଏସି ସଜାଡିବାକୁ ଗଲା ବେଳେ ନାଗସାପଟି ହଠାତ୍‌ ଫଣା ଟେକିଥିଲା। ଏହାପରେ ତୁରନ୍ତ ସ୍ନେକ ହେଲ୍‌ପ ଲାଇନ ନମ୍ବରରେ ଫୋନ କରାଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍‌ପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.