May 8, 2024

ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ

1 min read
ranjan-gogoi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୯/୦୩) : ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ  ଆଜି ରାଜ୍ୟସଭା ସଦସ୍ୟମାନେ ଶପଥ ନେବେ । ଶ୍ରୀ ଗୋଗୋଇ ଆଜି  ସକାଳ ୧୧ଟାରେ ଶପଥ ନେବେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନିତ କରିଥିଲେ ।  ଗୋଗୋଇ ନିଜ କାର୍ଯ୍ୟକାଳ ସମୟରେ  ଅଯୋଧ୍ୟା ଭୂମି ବିବାଦ, ରାଫେଲ ଲଡାକୁ ବିମାନ ଓ ସାବରମତିରେ ମହିଳାଙ୍କ ପ୍ରବେଶ ନେଇ ବହୁ  ଗୁରୁତ୍ୱପୂର୍ଣ୍ଣ ମାମଲାର ନିଷ୍ପିତ୍ତି ଶୁଣାଣି କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.